https://kanaknews.com/attack-on-amulya-leona-home/
ସିଏଏ ବିରୋଧୀ ରାଲି ମଞ୍ଚରେ “ପାକିସ୍ତାନ ଜିନ୍ଦାବାଦ୍” ସ୍ଲୋଗାନ୍ ଦେଇଥିବା ଯୁବତୀଙ୍କ ଘର ଭଙ୍ଗାରୁଜା । ଦେଶଦ୍ରୋହ ମାମଲାରେ ୧୪ ଦିନ ପାଇଁ ଜେଲ୍ ଗଲେ ଯୁବତୀ ।